ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ସିଦ୍ଧି ବିନାୟକ ପୂଜା କମିଟିର ୧୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁ ମିଳନ ହୋଇଯାଇଛି। ସିଦ୍ଧି ବିନାୟକ ପୂଜା କମିଟିର ସଭାପତି ଦୁର୍ଗା ପ୍ରସାଦ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ବନ୍ଧୁ ମିଳନ କର୍ଯ୍ୟକ୍ରମରେ ସିଦ୍ଧି ବିନାୟକ ପୂଜା କମିଟିର ହିରଣ୍ୟ ହରିଜନ, ଲଛିମମାଝୀ, ଜଗତରାମ ହରିଜନ, ନୀଳକଣ୍ଠ ହରିଜନ, ତ୍ରିନାଥ ଗୌଡ, ବାବୁଲା ମାଝୀ, ଶୋଦା ମାଝୀ, ଗୋକୁଳ ପାଇକ, ମୋନଜ ନାୟକ, ପୂର୍ଣ୍ଣ ଗୌଡ, ନିରଞ୍ଜନ ପୂଜାରୀ, ସତ୍ୟ ଗୌଡ ସମେତ ଅନେକ ପୂଜା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କୋରାପୁଟିଆ ଟ୍ରାକ ମେଲୋଡି କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା।