ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଢଗ ନାଏକ) : ଧର୍ମଗଡରେ ନୂତନ ତହସିଲଦାର ଭାବେ କିର୍ତ୍ତୀ ଚନ୍ଦ୍ର ପ୍ରଧାନ ଶୁକ୍ରବାର ଯୋଗ ଦେଇଛନ୍ତି।ସେ ପୂର୍ବରୁ ରାୟଗଡା ଜିଲ୍ଲା କୋଲନାରା ତହସିଲରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ। ନୂତନ ତହସିଲଦାରଙ୍କୁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମାଜ ସେବୀ ଢଗ ନାଏକ, ମହେଶ୍ୱର ସୁନାନୀ, ପ୍ରଶାନ୍ତ ନାଏକ, ସାମ୍ବାଦିକ ସୁଧୀର ଗୋପାଳ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପୂର୍ବତନ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ ।