ବାଇକ ସହ ଦେଶୀ ମଦ ଜବତ ; ଜଣେ ଗିରଫ

କ. ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କନ୍ଧମାଳ ଜିଲ୍ଲା କ ନୂଆଗାଁ ଥାନା ପୋଲିସ ପକ୍ଷରୁ ପେଟ୍ରୋ ଲିଙ୍ଗ ବେଳେ ୨୦ ଲିଟର ଦେସି ମଦ ଚୋରା ଚାଲାଣ ଅଭିଯୋଗରେ ବାଇକ ସହ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି। ଅଭିଯୁକ୍ତ ଜଣଙ୍କ ହେଲେ ବରୁଣ ପ୍ରଧାନ। ସେ ଅପରାହ୍ନରେ ବାଇକ ଯୋଗେ ୨୦ ଲିଟର ଦେସି ମଦ ଜାର ଧରି ଅନ୍ଧାର କୁଟି ରାସ୍ତାରେ ଯାଉଥିବା ବେଳେ ଏସ ଆଇ ଅଶୋକ କୁମାର ତ୍ରିପାଠୀ କାବୁକାରୀ ଥାନରେ ଅଟକ ରଖି ପଚାର ଉଚରା ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇ ଛନ୍ତି।