ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ମହକୁମା ର ୬୦ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ନୂତନ କମିଟି କମିଟି ସଭାପତି ତଥା ଯୁବ ନେତା ଚିରାଗ ସିଂହ ଦେଓ ଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଯାଇଛି। ଗତ ବର୍ଷ ର ସାର୍ବଜନୀନ ଦୁର୍ଗାପୂଜା ର ଆୟ ବ୍ଯୟ ର ବିବରଣୀ ପଠନ ପରେ ଚଳିତ ବର୍ଷ ଦୁର୍ଗା ପୂଜା ଉପରେ ଆଲୋଚନା ହୋଇଥିବାଵେଳେ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ନୂତନ କମିଟି ଗଠନ କରାଯାଇଥିଲା। ନୂତନ ସଭାପତି ଭାବେ ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ଉପସଭାପତି ଭାବେ ରଶ୍ମି ରଞ୍ଜନ ପ୍ରହରାଜ, ସମ୍ପାଦକ ଭାବେ ସମାଜ ସେବୀ ସତ୍ୟ ନାରାୟଣ ସାହୁ, ସହ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସାହୁ, ପୂଜା ମୁଖ୍ୟ ବରିଷ୍ଠ ସାମ୍ବାଦିକ ପ୍ରସାନ୍ତ କୁମାର ସାମନ୍ତରାୟ, ପୂଜା ସହଯୋଗୀ ଭାବେ ଭଗବତ ଘିଭେଲା, ଶିବରାମ ସାହୁ, ରାଜେନ୍ଦ୍ର ନାରାୟଣ ଆଚାର୍ଯ୍ୟ, ସାଜସଜ୍ଜା ଓ ସାଂସ୍କୃତିକ ଦୁର୍ଗା ପୂଜା ପୂର୍ବତନ ସଭାପତି ଚିରାଗ ସିଂହ ଦେଓ, ପ୍ରଦୀପ କୁମାର ସିଂହ, ପ୍ରସାନ୍ତ କୁମାର ମହାରଣା, ପ୍ରମୁଖ ମୋନନିତ ହୋଇଥିବାବେଳେ ପୂଜା କର୍ତ୍ତା ଭାବେ ବରିଷ୍ଠ ଆଇନଜୀବି ସତ୍ୟ ଜିତ ଚାଟାର୍ଜୀ ଚୟ କରାଯାଇଥିବା କମିଟିର ରୁ ସୂଚନା ଦିଆଯାଇଛି ଯେଉଁ ଭଲି ପ୍ରତି ବର୍ଷ ରାବଣପୋଡ଼ି ପ୍ରତି ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ନାଚ ଆଦି ଧୂମଧାମରେ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।