ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମପଞ୍ଚାୟତ ପୋଡାଖୋଲ ଗାଁର ଗୋପାଳ ମାଝୀ (୪୫) ଭାଲୁ ଆକ୍ରମଣ ର ଶିକାର ହେଉଛନ୍ତି।ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଉଛି।ନିଜର କ୍ଷେତ ଆଡ କୁ ଛେଳି ଚରେଇବା ପାଇଁ ଯାଇଥିଲେ ସେହି ସମୟରେ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି।