ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଗୋଏଲଭାଡ଼ି ଗ୍ରାମରେ ୪୬ ତମ ଡେନ୍ସ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଡୋଳା ମଣି ବସ୍ତିଆ, ସର୍ବେଶ୍ଵର ପାତ୍ର, ସମ୍ପାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚା ସିନା ହୋଇଥିଲେ। ଦୁର୍ଗା ପୂଜା କମିଟିର ସଭାପତି ବେଣୁଧର ଚନ୍ଦନ, ସମ୍ପାଦକ ଦିଲୀପ ଠାକୁର, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଟେଲ, ଡୋଳା ମଣି ପାତ୍ର, ରାହୁଲ ଠାକୁର, ଆର୍ତ୍ତତ୍ରାଣ ବାଗ, କମଳ ଠାକୁର, ଟୁଲୁ ବଉକ୍, ଲିଲୁ ଠାକୁର, ପରଖିତ ପଧାନ, ପରମେଶ୍ୱର୍ ପାତ୍ର, ଦେବରାଜ ଠାକୁର, ନରେନ୍ଦ୍ର ବିଶି, ଗଣେଶ ନାଏକ୍, ମନୋଜ ବାଗ, ନୀତେଶ ଠାକୁର, ଅନିଲ ପାତ୍ର, ବିରଞ୍ଚି ଠାକୁର୍, ସିବୁ ବିଶି, ବାବଲୁ ବଉକ, ଗିରିଧାରୀ ବଗର୍ତ୍ତୀ, ଅକ୍ଷୟ ପୁଟେଲ, ପ୍ରଥମ ପୁରସ୍କାର କ୍ରେଜି ଗାର୍ଲ୍ ଡାନ୍ସଗ୍ରୁପ କୁସମାଲ, ଦୃତୀୟ ପୁରସ୍କାର ସାଇନିଙ୍ଗ ଡାନ୍ସ ଟିଟିଲାଗଡ, ତୃତୀୟ ପୁରସ୍କାର ଭଗ୍ୟଶ୍ରି ବରଗଡ଼, ବିଚାରକ ଭାବରେ ଜିତ୍ ଆଉ ମିସ ସୋମାମଞ୍ଚ ପରିଚାଳନା କରିଥିଲେ। ରାଜେନ୍ଦ୍ର ଖମାରୀ ଓ ସମସ୍ତ ଗ୍ରାମ ବାସୀ ସଯୋଗ କରିଥିବା ଦେଖବାକୁ ମିଳିଥିଲା।


