ଧରପଗଡ଼ ଭାଇ ଜିଉଁତିଆ ଉପଲକ୍ଷେ ସୁନ୍ଦରା କାଣ୍ଡ ପାରରାୟଣ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ସଇଁତଲା ବ୍ଲକ ଧରପଗଡ଼ ଗ୍ରାମ ର ମାଉସୀ ମନ୍ଦିର ପଡା ରେ ଭାଇ ଜିଉ ତିଆ କମିଟି ଭଉଣୀ ମାନଙ୍କ ଦ୍ୱାରା ଆଯୋଜିତ ସୁନ୍ଦରା କାଣ୍ଡ ପାରାୟଣ କାଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି।  ଛନଛଡା ଗ୍ରାମର ପ୍ରକାଶ ମହାକୁର ସୁନ୍ଦରା କାଣ୍ଡ ପଠନ କରିଥିଲେ। କିରନ ଚିନ୍ଦା ଓ ସାଥି ବାଦ୍ୟ ପରିବେଷଣ କରିଥିଲେ। ଗ୍ରାମର ସମସ୍ତ ମା’ ମାଉସୀ, ଭାଇ, ଭଉଣୀ ଓ ଉକ୍ତ କାଯ୍ୟକ୍ରମରେ ଯୋଗ ଦେଇଥିଲେ।