ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯଜ୍ଞସେନି ବାଗ) ବଗର୍ତ୍ତୀ) : ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ଫପସି ଏକନିଆ ଡୁଙ୍ଗୁରି ଧରପଗଡ଼ କୁଇକେଡା ଗଣ୍ଡପତ୍ରାପାଳି ମିଳିତ ଆନୁକୂଲ୍ୟରେ ଯାଦବ ସମାଜ ର ୭ ତମ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ସ୍ଥାନ୍ୟାୟ ପୋଖରୀ ରୁ ପୂର୍ଣ୍ଣ କଳସ ଆଣି ପ୍ରହରି ମଣ୍ଡପ ରେ ସ୍ଥାପନ କରାଯାଇଥିଲା କର୍ତ୍ତା ଗୋକୁଳା ନନ୍ଦ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞଶେନି ବାଗ ଏବଂ ସମୋନାଥ ଭୋଇ ଓ ତାଙ୍କ ଧର୍ମପତ୍ନୀ କୋଶଲ୍ୟ ଭୋଇ ରହିଥିବା ବେଳେ ପୂଜକ ଶରତ ଚନ୍ଦ୍ର ପରୋହିତ ଜପକ ସଞ୍ଜବ ପରୋହିତ ସୁଧୀର ବେଜ ସମସ୍ତ ମା ମାଉସୀ କଳସ ଯାତ୍ରା ରେ ଭାଗ ନେଇଥିଲେ ପରମ୍ପରିକ ବାଡ଼ି ଖେଳ ସହ ପୂର୍ଣ୍ଣହୋତି ରେ କଳସ ଭସାଣି କରାଯାଇଥିଲା ବଡ଼ମାଳ ଫାଣ୍ଡି ଅଧିକାର ଓ ତାଙ୍କ ସହଯୋଗୀ ଆସି ସୁରକ୍ଷା ଵେବସ୍ଥା କରିଥିଲେ ପାହାଡ଼ ରେ ଗିରିପୂଜା ଓ ଚଣ୍ଡୀ ପୂଜା ପାଇଥିଲେ ହଜାର ହଜାର ଶ୍ରଦ୍ଧାଲୁ ପାଇଁ ଅର୍ଣ୍ଣପ୍ରସାଦ ଵେବସ୍ଥା କରାଯାଇଥିଲା ଗିରିଗୋବର୍ଧନ ପୂଜା କମିଟି ସମସ୍ତେ ସଯୋଗ କରିଥିଲେ |

