ଧରପଗଡ଼ ଭାଇ ଜିଉଁତିଆ ଉପଲକ୍ଷେ ମା ଭବାନି ସେନା ଦ୍ୱାରା ରଙ୍ଗାରଙ୍ଗ କାଯ୍ୟକ୍ରମ

ବଲାଙ୍ଗିର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ସଇଁତଲା ବ୍ଲକ ଧରପଗଡ଼ ନରହରିପୁରରେ ଭାଇଜିଉଁତିଆ ଉପଲକ୍ଷେ ରଙ୍ଗା ରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ଟିଟିଲାଗଡ଼ ନେଇ ଲାଇଫ ଡେନ୍ସ ଗ୍ରୁପ ଦ୍ୱାରା ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ସମ୍ମାନିତ ଅତିଥି ସମିତି ସଭ୍ୟ ରାକେଶ ନାଏକ, ୱାର୍ଡ ମେମ୍ବର ରାଜକୁମାର ସେଲମା, ସମ୍ପାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ, ମା ଭୁବନି ସେନା କମିଟି ତରଫରୁ ସୁବ୍ରଂଶ ହେର୍ଣ୍ଣା ଥାଙ୍ଗଟାରେ ଜାତୀୟ ସ୍ତରରେ ପୁରୁଷକୃତ ହୋଇଥିବାରୁ ତାଙ୍କୁ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା। ଭୁବାନି ସେନା ର ଭଉଣୀ ମାନେ ମଧ୍ୟ୍ୟ ଭାଗ ନେଇ ଥିଲେ, ସେପରି ପ୍ରତି ବର୍ଷ ଭଳି ସଯୋଗ କରୁଥିବା ଯୋଶୀ ଟେଣ୍ଟ ହାଉସ ମାଲିକଙ୍କୁ  ମଧ୍ୟ ସମ୍ମାନିତ କରାଯାଇଥିଲା। ବଡ଼ମାଳ ଫାଣ୍ଡି ଅଧିକାରୀ ମୁରଲୀ ଧର ସେଠି ଓ ତାଙ୍କର ସମସ୍ତ ଟିମ ମଧ୍ୟ୍ୟ ଉପସ୍ଥିତ ରହିଥିଲେ। ସମସ୍ତ ଗ୍ରାମବାସୀ ଓ ଯୁବକ ଭାଇ ମାନେ ସଯୋଗ କରିଥିଲେ। ଆଖ ପାଖ ଅଂଚଳ ର ସମସ୍ତ ଦର୍ଶକ ଙ୍କ ଭିଡ଼ ଜମିଥିଲା ଗାଁ ସମସ୍ତ ଗ୍ରାମବାସୀ ସଯୋଗ କରିଥିଲେ ଏବଂ ସମୃଦ୍ଧି ଅନୁଷ୍ଠାନ ଯୁବକ ଭାଇ ମାନେ ଉପସ୍ଥିତ ଥିଲେ।