ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ପରିସରରେ ଗଣେଶ ପ୍ରସାଦ ମହାରଣା ଙ୍କ ଅଧ୍ୟକ୍ଷତାରେ ୨୦୨୩ ର କମିଟି କୁ ରଦ୍ଦ କରି ୨୦୨୬ ର ବିଶ୍ଵ କର୍ମାସମାଜ ର ନୂତନ କମିଟି ନିର୍ବାଚନ ହୋଇଯାଇଛି। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶେଷ ଦେବ ମହାରଣା, ଉପସଭାପତି ଭାବେ ପ୍ରସାନ୍ତ କୁମାର ମହାରଣା (ବୁଦ୍ଧିଆ) କାର୍ଯ୍ୟ କାରି ସଭାପତି ଭାବେ ଇରଶ୍ଵର ମହାରାଜା, ସାଧାରଣ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାରଣା, ଯୁଗ୍ମ ସମ୍ପାଦକ ରଞ୍ଜନ ମହାରଣା, କୋଷାଧ୍ୟକ୍ଷ ବ୍ରଜମୋହନ ମହାରଣା, ସଂଗଠନ ସମ୍ପାଦକ (ମହାସଚିବ) ସୁରେଶ କୁମାର ମହାରଣା ଚୟନ ହୋଇଥିବାବେଳେ ପରିଚାଳନା କମିଟି ସଦସ୍ୟ ମାନସ ରଞ୍ଜନ ମହାରଣା (କାର୍ଯ୍ୟ କାରିଣୀ ମୁଖ୍ୟ) , ସୁରେସନ ମହାରଣା (ଅକୁର) ସୈମ୍ଯରଞ୍ଜଳ ମହାରଣା, ଭଗବାନ ମହାରଣା, ସାଇଚରଣ ମହାରଣା,ରାଜେଶ କୁମାର ମହାରଣା (କାଳୁ) ଜୟଦେବ ମହିରଣା, ଦିଲ୍ଲୀପ କୁମାର ମହାରଣା, ଉପଦେଷ୍ଟା ମଣ୍ଡଳୀ ଭାବେ ଧନୁର୍ଜୟ ମହାରଣା,(ବି,ଏସ,ଏ) ଗଣେଶ ପ୍ରସାଦ ମହାରଣା,ଶରଦ ମହାରାଣା, ଦିନବନ୍ଧୁ ମହାରଣା, ନିରଞ୍ଜନ ମହାରଣା ପ୍ରମୁଖ ନିର୍ବାଚିତ ହୋଇଥିବା ସଂଘ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

