ବାଇକ ଦୁର୍ଘଟଣାରେ ଜଣେ ଗୁରୁତ୍ୱର ଓ ଜଣେ ଆହତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ): କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ପଂଚାୟତର କିଆପଦର ମେନକାଗୁଡ଼ା ଗ୍ରାମର ଲଷ୍ମୀକାନ୍ତ ରାଉତ ଓ କିଆପଦର ଫରେଷ୍ଟର ବିଜୟ ଗୋପାଳଙ୍କ ସହିତ ଭାବାନୀପାଟଣା ଓ ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ଶୁଆଘାଟି ଠାରେ ଗତକାଲି ଗୁରବାର ଅପରାହ୍ନ ସମୟରେ ମୁହାଁ ମୁହିଁ ଦୁଇଟି ମୋଟରସାଇକେଲ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହୋଇଛନ୍ତି।କିଛି ସମୟ ପରେ ସେହି ରାସ୍ତାରେ କିଛିଲୋକ ପହଂଚିଲା ପରେ ଆମ୍ବୁଲାନ୍ସକୁ ଡାକି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ।

Leave a Reply

Your email address will not be published. Required fields are marked *