ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ସଇଁତଳା/କ୍ରାନ୍ତିକ୍ଷେତ୍ର : ଅଳିଆ ଗଦା ରୁ ଶିଶୁ କନ୍ୟା ଉଦ୍ଧାର,  ସଇଁତଳା ଥାନା ଧରପଗଡ ଗାଁ ରୁ ଗାଁ ର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖି ସ୍ଥାନୀୟ କିଛି ଲୋକ ଦେଖିବା ପରେ ନବଜାତ ଶିଶୁ କୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀ କୁ ଦେଇଥିଲେ। ତେବେ ଶିଶୁ ର ପରିଚୟ ମିଳି ପାରି ନଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ କୁ ନେବା ପାଇ ବ୍ୟବସ୍ଥା କରୁଛନ୍ତି ଗାଁ ଲୋକେ।