ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟ ପ୍ରହରୀର ଶୁଭଖମ୍ବ ସ୍ଥାପନ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡ,କର୍ଲାଖୁଣ୍ଟା ପଞ୍ଚାୟତ ଡଙ୍ଗାବାହାଲ ଡୁମେରଗୁଡା ଗ୍ରାମରେ ଥିବା ନବନିର୍ମିତ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ଫେବୃୟାରୀ  ୨୩ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ  ଅଷ୍ଟ ପ୍ରହରୀ ନାମ ଯଜ୍ଞ ହେବାର  କାର୍ଯ୍ୟକ୍ରମ ରହିଛି।  ଏହି ଅବସର  ନାମ ସଙ୍କୀର୍ତ୍ତନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି  ଗ୍ରାବାସୀମାନେ ଶୁଭଖମ୍ବ ସ୍ଥାପନ କରିଥିଲେ। କମିଟି ସମସ୍ତ ସଦସ୍ୟା ବିଶେଷ ସହୟୋଗ କରିଥିଲେ। ଏଥିରେ ପୂଜକ ଅଜିତ କୁମାର ଦାସ ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ କରିଥିଲେ।