ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଜଗନ୍ନାଥ ଫୋଟ ଚିତ୍ର ଦୀପ ପ୍ରଜ୍ୱଳ କରି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାମେଳେନ୍ଦୁ ଗାଇନଙ୍କ ନିର୍ଦ୍ଦେଶ କ୍ରମେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ସମସ୍ତ ଛାତ୍ର, ଛାତ୍ରୀ ଶିକ୍ଷକ ଶିକ୍ଷତ୍ରି ଉପସ୍ଥିତରେ ପାଳନ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ନିଜ ନିଜର ଉଜ୍ୱଳ ଭବିଷ୍ୟତ କେମିତି ଗୋଡ଼ିବେ ସେ ନେଇ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷତ୍ରି ମାନେ ଉପଦେଶ ଦେଇଥିଲେ।