ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁରେ ଆଜି ଭବ୍ୟ ଓ ଆନନ୍ଦମୟ ପରିବେଶରେ ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷରେ ପ୍ରାୟ ୧୦ ହଜାର ଲୋକ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାମ୍ୟ ପରିବେଶ ଭକ୍ତିରସରେ ଭିଜିଯାଇଥିବା। ଶଙ୍ଖ, ଘଣ୍ଟା ଓ ବାଲିଗୁଡ଼ା ଦକ୍ଷିଣ କାଳୀ ସହଜାତ ମେଢ଼ କାଳୀନାଚ ସମ୍ବଲପୁରୀ ଡାଲ ଖାଇ ଡେନ୍ସ ସମ୍ବଲପୁରୀ ମେଲୋଡି ବାଜା ବାଦ୍ୟର ଧ୍ୱନୀ ସମଗ୍ର ଅଞ୍ଚଳକୁ ୪ଜିଲ୍ଲାର ଲୋକେ ଦେଖି ବାକୁ ଆସିଥିଲେ ତଥା ବୌଦ୍ଧ ଜିଲ୍ଲା କଳାହାଣ୍ଡି କନ୍ଧମାଳ ବଲାଙ୍ଗୀର ପ୍ରାୟ ୧୫ ହଜାର ଲୋକ ଦେଖିବାକୁ ମିଳିଥିଲା। ଆଧ୍ୟାତ୍ମିକ ପୂଜକ ରାଜାରାମ ଦାସ ଏବଂ କର୍ତ୍ତା ମାନସିଂ ଭୋଇ ନାଟ୍ୟଗୁରୁ ନିରଞ୍ଜନ ଖଟୁଆ, ବଳରାମ ବାଘ ସୋହଯୋଗ ରେ ଥିଲେ ମାହୋଲରେ ମୁଗ୍ଧ କରିଦେଇଥିଲା। ଅପରାହ୍ନ ୪ଘଣ୍ଟିକା ସମୟରେ ଶତାଧିକ ଭକ୍ତ ଖଡଙ୍ଗ ନଦୀ ଚନ୍ଦନ ଯାତ୍ରା ନୌକା କିଚକ୍ ଦ୍ରୌପଦୀ ଓଢନୀ ଝିକି ଆଣି ଥିଲା ଡଙ୍ଗା ଥାଇକି ଏକତ୍ରିତ ହୋଇ ପାରମ୍ପରିକ ନଦୀରେପୂଜାର୍ଚ୍ଚନା ପରେ ଓ ଶ୍ରୀ ଶ୍ରୀ ବିରାଟେଶ୍ୱର୍ ମନ୍ଦିର ଫେରି ଆସିଲେ ରାଧା କ୍ରିଷ୍ଣା ପ୍ରଭୁ ଥିଲେ । ମହିଳା କୀର୍ତ୍ତନ ଆସିଥିଲେ ଭକ୍ତିଗୀତ ଓ ହରିନାମ ସଙ୍କୀର୍ତ୍ତନରେ ମଗ୍ନ ହୋଇ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲେ। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଶୋହଳ ପହରୀ ପ୍ରହର ନାମଯଜ୍ଞ ଆସନ୍ତା ଏପ୍ରିଲ ୨୭ ତାରିଖ ୨୮ପର୍ଯ୍ୟନ୍ତ ଆରମ୍ଭ ହେବ । ଲଣ୍ଡାଗାଁ ସମସ୍ତ ଗ୍ରାମବାସୀମାନେ ସୋହଯୋଗ କରିଥିଲେ।

