ଉପଖଣ୍ଡ ସ୍ତରୀୟ ଏନଫୋର୍ସମେଣ୍ଟ ଟିମ୍ ର ଚଢ଼ାଉ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ରାୟଗଡ଼ ଓ ଅତିରିକ୍ତ ତହସିଲଦାରଙ୍କ ସହଯୋଗରେ କୋଟଲଗୁଡା ସ୍ଥିତ ବାସନ୍ତୀ ଫିଲିଂ ଷ୍ଟେସନ୍‌ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୩୧ ଲିଟର ଡିଜେଲ୍‌ ୧ ଟି ଭର୍ତ୍ତି ବ୍ୟାରେଲ୍‌ ଓ ୫ଟି ଖାଲି ବ୍ୟାରେଲ୍‌ ଜବତ କରାଯାଇଛି। ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଆଗାମୀ ଦିନରେ ଏପରି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *