ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ସହିତ ରେଣ୍ଡୋ ମାଝୀ,ଓ ବିର୍ଷା ମୁଣ୍ଡା ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ ପରେ ସମାଜମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସୂଚନା ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ମୁଖ୍ୟବକ୍ତା ଭାବେ ସାଂସଦ ବ୍ଲକ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ଜିଲ୍ଲା ଉନ୍ନୟନ ପରିଷଦ ସଭାନେତ୍ରୀ ରିନା ଭୋଇ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝି, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ଜୟ ପାତ୍ର, ରମେଶ ମାଝୀ, ନୁନପୁର ସମିତି ସଭ୍ୟ ଉଦ୍ଧବ ଜାନୀ, ମ, ରାମପୁର ସମିତି ସଭ୍ୟ ପ୍ରତିମା ଭୋଇ,ମ, ରାମପୁର ବ୍ଲକ ଆଦିବାସୀ ସଂଘ ସଭାପତି ଧୋବା ପନ୍ଦର, ଉପସଭାପତି ରାଜୁ ମାଝୀ, ଅନୂସୂଚିତ ଜାତି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଦିବାକର ବାଗ ଆଦି ବାସୀ ନେତା ଧନର୍ସିଂ ମାଝୀ, ଦେଢସୁଲି ସମିତି ସଭ୍ୟ ତଥା ବିଜେପି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା। ସହକରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ଉପସ୍ଥିତ ରହିଥିବା ବେଳେ ଅତିଥି ମାନେ ବିକାଶ ଧାରା ଓ ଓଡ଼ିଶା, ଉପରେ ଅତିଥି ମାନେ ବିକାଶ ଧାରା ଉପରେ ନିଜି ନିଦ ବକସହିତ ରେଣ୍ଡୋ ମାଝୀ ଙ୍କ ପରିବାର ସଦସ୍ୟଙ୍କୃ ଓପଢୋକନ ଦେଇ ସମ୍ମାନିତ କରିଥିଲେ। ଶହଶହ ଆଦି ବାସୀ ହରି।ସେହିପରି ମାଟ୍ରିର। ରେଜଲ୍ଟ ଭଲ ରଖିବା ମାର୍କ ଏପରି ଅନେକ ଛାତ୍ର ଛାତ୍ରୀ ମାନଙ୍କୁ ଓପଢୋକନ ଦେଇ ସମ୍ମାନିତ କରିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ସେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍ଧବ ପଣ୍ଡା ମ ରାମପୁର

