ଡହଗାଁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

କୋକସରା/ କ୍ରାନ୍ତିକ୍ଷେତ୍ର (ପୁରୁଷୋତ୍ତମ ସିଂହ ରାଜପୁତ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡହଗାଁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନ ମେଳା ଅନୁଷ୍ଠିତ ହେଇଥିଲା। ଏଥିରେ ସଭାପତି ଜୀତେନ୍ଦ୍ର ଭକ୍ତ କରିଥିଲେ। ମୁଖ୍ୟ ଅତିଥି ବ୍ଲକ୍ ଡବ୍ଳୁଇଓ ଚିତ୍ତ ରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ଗାୟତ୍ରୀ କରୁଆଁ, ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଭଇସାଲ, ମଞ୍ଚ ପରିଚାଳନା ସନ୍ଦୀପ ଚଉଧୁରୀ, ଉପସ୍ଥିତ ଥିଲେ। ମୋହିତ କୁମାର ରାଉତ, ଗୌତମ ବାରିକ, ଦାମୋଦର ମାଝୀ, ଛବେନ୍ଦ୍ର ନାୟକ, ସମୀର ପାତ୍ର, ରାମ ନରେଶ ପ୍ରଧାନ, ଆଲୋକ ଛତ୍ରିଆ, ଅନୂର୍ଜ ଭଇସାଲ, ଗୋପ ନାୟକ, ତଥା ସମସ୍ତ କର୍ମଚାରୀ। ଏଥିରେ ୨୧ ଗୋଟି ପ୍ରୋଜେକ୍ଟ ପ୍ରତିଯୋଗିତାରେ ଭାଗ ନେଇ ଥିଲେ ଏବଂ ଜୁନିଅର ଭାବେ ପ୍ରଥମ, ଦ୍ୱିତୀୟ, ତୃତୀୟ, ସିନିୟର୍ ଭାବେ ପ୍ରଥମ ଦ୍ୱିତୀୟ ତୃତୀୟ, , ପୁଣି ଆସନ୍ତା ୩୦ ନଭେମ୍ବର ଦିନ ଏହି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞନମେଳା ଅନୁଷ୍ଠିତ ହେବା ପାଇଁ ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *