ବିରମହାରାଜପୁର/କ୍ରାନ୍ତିକ୍ଷେତ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ଜନତା ତରଫରୁ ଆଜି ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବାତିଲକୁ ନେଇ ବିଜେପି ସରକାର ବିରୁଦ୍ଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ପ୍ରତିବାଦ କରାଯାଇଛି। ରାଜ୍ୟ ସମ୍ପାଦକ ନାରାୟଣ ଲୁହାଙ୍କ ନେତୃତ୍ୱରେ ବୀରମହାରାଜପୁର ଟ୍ରାଫିକ୍ ଛକ ରେ ପ୍ରତିବାଦ କରାଯାଇଥିଲା। ଏଥିରେ ଶତାଧିକ ଛାତ୍ର ବିଜେଡିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

