ମୋବାଇଲ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

ବିରମହାରାଜପୁର/କ୍ରାନ୍ତିକ୍ଷେତ୍ର : ବୀରମହାରାଜପୁର ଶିବା ମୋବାଇଲ ଦୋକାନ ରୁ ୧୭ଲକ୍ଷ୍ୟ ଟଙ୍କା ର ୪୭ ଟି ମୋବାଇଲ ଚୋରୀ ହୋଇଥିଲା। ଏନେଇ ଚୋରୀର ୭୨ ଘଣ୍ଟା ଭିତରେ ପୋଲିସ ଚୋର ମାନଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ମାନେ ହେଲେ ଚମ୍ପାପୁର ର ସୁଭମ ସାହୁ, ପ୍ରିତମ ଭୋଇ ଏବଂ ଆଉ ଜଣେ ହେଲେ ଉତ୍ତର ପ୍ରଦେଶର ଆରିଫ୍ ଅନସାରୀ। ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *