ଥୁଆମୂଳ ରାମପୁରରେ ଶୀତର ପ୍ରକୋପ ; ୨.୬ ଡିଗ୍ରୀକୁ ଖସିଲା ତାପମାତ୍ରା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଥୁଆମୂଳ ରାମପୁରରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ପାରଦ ତଳକୁ ତଳ ଖସିବାରେ ଲାଗିଛି। ଫଳରେ ଜନଜୀବନ ପ୍ରଭାବିତ ହେଉଥିବା ଦେଖାଦେଇଛି। କଳାହାଣ୍ଡିର କାଶ୍ମୀର ଭାବେ ପରିଚିତ ଏଇ ଇଲାକାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷର ତାପମାତ୍ରା ରେକର୍ଡ ମଧ୍ୟରେ ଗୁରୁବାର ରାତି ତଥା ଆଜି ତାପମାତ୍ରା ତଳକୁ ଖସି ୨.୬ ଡିଗ୍ରୀକୁ ଖସିଛି।

 

https://www.facebook.com/share/v/1LwwckUjQu/watch video