ସଇଁନ୍ତଲାକୁ ଏନ୍ଏସି ମାନ୍ୟତାରେ ଦାବି ଧାରଣା 

ବଲାଙ୍ଗୀର/କ୍ରାନ୍ତି କ୍ଷେତ୍ର (ଚୌଧୀରି ସାହୁ) : ସଇଁନ୍ତଲାକୁ  ଏନ୍ଏସି ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କଂସରପଡ଼ାବାସୀ। ଏନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। ଆପଣମାନଙ୍କର ଏହି ଏକତା, ସହଯୋଗ ଓ ସମର୍ଥନ ଆନ୍ଦାଦୋଳନ କୁ ଆହୁରି ଶକ୍ତିଶାଳୀ କରିଛି। ସଇଁନ୍ତଲାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ଆମର ଏହି ସଂଗ୍ରାମରେ ଆପଣମାନଙ୍କ ସହଯୋଗ ସଦା ସ୍ମରଣୀୟ ରହିବ।

Leave a Reply

Your email address will not be published. Required fields are marked *