ବିରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଗୁଲାପଡା ଗାଁ ର କାମପାଳ ପଧାନ ଚକ୍ଷ୍ୟୁ ଚିକିତ୍ସା ପାଇଁ ବୀରମହାରାଜପୁର ର ପଣ୍ଡାପାଲି ଚକ୍ଷ୍ୟୁ ଚିକିତ୍ସା ଲୟ କୁ ଆସିଥିଲେ। ହେଲେ ସେଠାରେ ଚିକିତ୍ସା କରିବା ସମୟରେ ସେ ବେଡରୁ ଉଠି କେଉଁ ଆଡେ ଚାଲିଯାଇଥିବା ଜଣାପଡ଼ିଛି। ସଂପର୍କୀୟଙ୍କ କହିବା ଅନୁଯାଯୀ ତାଙ୍କର ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି। ତେଣୁ କୁଆଡ଼େ ଚାଲିଯାଇଛନ୍ତି। ଯଦି କିଏ ଦେଖିବେ ନିମ୍ନ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ୮୧୪୪୧୨୧୧୬୭ କରାଯାଇଛି।
