ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଜୟପୁର ରୁ ଗୋଟିଏ ପରିବାର ନିଜ ଗାଁ ଆସ୍କା କୁ କାର ଯୋଗେ ଜୟପୁର ରୁ ବାହାରି ଥିବା ବେଳେ ରାୟଗଡ଼ା ଗୁମା ଘାଟିରେ ତାଙ୍କ କାର ଟି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ତାଙ୍କ ରାୟଗଡ଼ାର କିଛି ସମ୍ପର୍କୀୟ ଦ୍ୱାରା ଜିଲ୍ଲା ମୁଖ୍ୟ ମେଡ଼ିକାଲ କୁ ଆସି ଥିଲେ। କାରରେ ଗୋଟାଏ ପରିବାର ୪ ଜଣ ଥିଲେ। ସେଥି ମଧ୍ଯ ରୁ ମିନତି ସାହୁ ବୟସ ଗୁରୁତର ଅବସ୍ଥାରେରେ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡିଛି।
