ଲଣ୍ଡାଗାଁଠାରେ ପୋଲିସର ଜନସର୍ମକ ଶିବିର

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ କନ୍ଧମାଳ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଲଣ୍ଡାଗାଁ ଠାରେ ଏସଡିପିଓ ଶୁଭମ ଭୋସଲେଙ୍କ ଅଧକ୍ଷତାରେ ଜନସର୍ମକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ କହିଛନ୍ତି ପୋଲିସ ସାଧାରଣ ଲୋକଙ୍କ ସେବାରେ ଅଛନ୍ତି, ପୋଲିସକୁ ନିଜର ବନ୍ଧୁ ବୋଲି ଭାବି ସମସ୍ତ କଥାକୁ କହିବା ଦରକାର ବୋଲି କହିଥିଲେ ଏହାପରେ ବୃଦ୍ଧବୃଦ୍ଧ, ଅସହାୟମାନଙ୍କୁ କମଳ, ଶାଢି, ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲବ୍ୟାଗ, ଜ୍ୟାମିତିବକୁ, ପାଣି ବୋଟଲ. ଟିସାର୍ଟ. ଆଦି ବ ନକରାଯାଇଛି। ଉକ୍ତ କାଯ୍ୟକ୍ରମର ତହସିଲଦାର ଦିସ୍ତୀପ୍ରକାଶ ବେହେରା, ଆଇଆଇସି ସମିର୍ କୁମାର ବେହେରା’ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ଶୁବୁଦ୍ଧି, ବିଜେପି ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଜ୍ର ପ୍ରମୁଖ ମଂଚାସିନ ଥିଲେ। ଲଣ୍ଡାଗାଁର ବୃଦ୍ଧବୃଦ୍ଧା ଓ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *