କଲମପୁର ସାର୍ବଜନୀନ ଦୁର୍ଗାପୂଜା ନୂତନ କମିଟି ଗଠିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ନିର୍ମାଲ୍ୟ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆଜି  ସାର୍ବଜନୀନ ଦୁର୍ଗାପୂଜା ନୂତନ କମିଟି ସର୍ବ ସମ୍ମତି କ୍ରମେ ଗଠିତ ହୋଇଯାଇଛି। ନୂତନ କମିଟିର ସଭାପତି ଭାବରେ ସୁଶିଲ କୁମାର ଜୈନ, ଉପ ସଭାପତି ଭାବେ ସଞ୍ଜୟ ସାହୁ, ସାଧାରଣ ସମ୍ପାଦକ ଭାବେ ଘନଶ୍ୟାମ ନାଏକ, ଯୁଗ୍ମ ସମ୍ପାଦକ ଭାବେ ଅଜିତ କୁମାର ନିମୁଲିଆ ଓ କୋଷାଧ୍ୟକ୍ଷ ଭାବେ ସତ୍ୟ ନାରାୟଣ ସାହୁ ମନୋନୀତ ହୋଇଛନ୍ତି। ଏହି ନୂତନ କମିଟିକୁ ପୁରାତନ କମିଟି ସମସ୍ତ ନଥିପତ୍ର ହସ୍ତାନ୍ତର କରିଥିବା ବେଳେ ନୂତନ କମିଟି ନବ ଦିନାତ୍ମକ ପୁଜନୋଚ୍ସବ ପାଳନ ନିମନ୍ତେ ପ୍ରୟାସ କରୁଛନ୍ତି। ଉପଦେଷ୍ଟା କମିଟିରେ ଅମିୟ ପାଣିଗ୍ରାହୀ, ମନୋଜ କୁମାର ଶର୍ମା, ଚେରୁ ନାଏକ, ନବିନ ପଣ୍ଡା, ରାଜେଶ କୁମାର ଶର୍ମା, ସଚ୍ଚିଦାନନ୍ଦ ମିଶ୍ର, ନିକା ନାଏକ, ପ୍ରଶାନ୍ତ କଙ୍କରିଆ, ଶ୍ରୀବତ୍ସ ପଣ୍ଡା, ଶେଷଦେବ ନାଏକ ପ୍ରମୁଖ ମନୋନୀତ ହୋଇଛନ୍ତି

Leave a Reply

Your email address will not be published. Required fields are marked *