ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ନାରାୟଣି ବାଳ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ସେଥିରେ ମୁଖ୍ୟ ଅତିଥି ପଞ୍ଚାନନ ମହାପାତ୍ର ଯୋଗଦେଇ ଥିଲେ। ସ୍କୁଲ ଅନର ଲଷ୍ମୀ ନାରାୟଣୀ ପାଢ଼ି, ଅଧ୍ୟକ୍ଷ କୁମୁଦିନୀ ସାହୁ, ଭାଇସ ପ୍ରିନସିପାଲ ତୁଲେସ୍ୱରି ଯାନୀ ମାନସୀ ନାଗ ଏବଂ ସମସ୍ତ ଶିକ୍ଷୟତ୍ରୀ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ନାରାୟଣୀ ବାଳବିଦ୍ୟାଳୟ ଠାରେ ପତାକା ଉତୋଳନ କରା ଯିବା ସହିତ ବୃକ୍ଷ ଲରୂପଣ କାର୍ଯ୍ୟକ୍ରମ କରାଯାଇଥିଲା।
