ମାଲେଶ୍ରୀ ମହୋତ୍ସବ ପାଇଁ ମଶାଲ ଯାତ୍ରା

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ବୀରମହାରାଜପୁର ମହୋତ୍ସବ ମାଲେଶ୍ରୀ ପାଇଁ ମଶାଲ ସଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ପ୍ରଥମେ ବାବା ଚମ୍ପେଶ୍ୱର ଓ ପରେ ମାଁ ମେଟାକାନୀ ଏବଂ ପାତାଲି ଶ୍ରୀକ୍ଷେତ୍ର ରୁ ଆଜ୍ଞା ମାଳ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଥିଲେ। ଏହା ପରେ ଏକ ବିରାଟ ସାଂସ୍କୃତିକ ସଭା ଯାତ୍ରାରେ ସହର ପରିକ୍ରମା କରି ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ କୁ ଅଣାଇ ଥିଲା। ସଭାଯାତ୍ରାରେ କମିଟି ର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *