ଦ୍ବିତୀୟ ବର୍ଷ କଲେଜ ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ବିରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) :  ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦ୍ବିତୀୟ ବର୍ଷର ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଦ୍ବାରା ଦ୍ବିତୀୟ ବର୍ଷର ଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ଆୟୋଜିତ ସଭାରେ ଅଧ୍ଯକ୍ଷ ଆଶୁତୋଷ ହୋତା ଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ଉପଦେଶ ଦେଇଥିଲେ। ସଭା କାର୍ଯ୍ୟକ୍ରମ କୁ କଲେଜ କର୍ମଚାରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *