ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଦନ୍ଧେଲି ଗ୍ରାମରେ ଆଜି ମା ପାଇଡ଼ଆମା, କ୍ରାଇକେଟ ଟର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ହୋଇଯାଇଛି। ଆଜିର ଏହି ଉଦଘାଟନ କ୍ରିକେଟ ଟର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମୂର୍ତ୍ତି ମିନିଆକା ଯୋଗଦେଇ ଉଦଘାଟନ କରିଥିଲେ। ଟର୍ଣ୍ଣାମେଣ୍ଟର ଫାଇନାଲରେ ବିଜୟ ହାସଲ କରିଥିବା ଦଳକୁ ୫୦ ହଜାର ଟଙ୍କା ସହ ଟ୍ରଫି ଦେବା ପରେ ରନର୍ସ ଅଫ ଦଳ କୁ ୩୦ ହଜାର ଟଙ୍କା, ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

